ହରିଶ୍ଚନ୍ଦ୍ର ସହାୟତା ତୁରନ୍ତ ଯୋଗାଇ ଦେବା ନିମନ୍ତେ ଓଡିଶାର ପ୍ରତ୍ୟେକ ଗ୍ରାମପଞ୍ଚାୟତ ରେ 15000 ଟଙ୍କା ଲେଖାଏଁ (Revolving Fund) କ୍ରାନ୍ତି ପାଣ୍ଠି ଭାବେ ମହଜୂଦ ରହିଅଛି | ସରପଞ୍ଚ ମାନେ ଉକ୍ତ ପାଣ୍ଠିରୁ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମେ ଆର୍ଥିକ ସହାୟତା ପ୍ରଦାନ କରି ପନ୍ଦର ଦିନ ମଧ୍ୟରେ online ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ପାଣ୍ଠିରୁ ପଞ୍ଚାୟତର ବ୍ୟାଙ୍କଖାତା କୁ ଭରଣା କରିବା ପାଇଁ ନିର୍ଦ୍ଦେଶନାମା ରହିଅଛି |